sarasa.in
No Result
View All Result
No Result
View All Result
sarasa.in
No Result
View All Result
Home Breaking News କାହାଣୀ

ଭାଇରାଲ୍ ହେଲା ନୟାଗଡ଼ ଭିଡିଓ

ଗଡ଼କରୀଙ୍କ ଟ୍ବିଟ୍ ପରେ ଦେଖିଲେଣି ପଚାଶ ହଜାରରୁ ଅଧିକ ଲୋକ

ସରସ ସମ୍ୱାଦ ସେବା by ସରସ ସମ୍ୱାଦ ସେବା
January 20, 2021
in କାହାଣୀ, ଚର୍ଚ୍ଚା, ନେତାଙ୍କ କାହାଣୀ, ଭାଇରାଲ୍
0
709
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ବର: ଚାଲିଛି ସଡ଼କ ସୁରକ୍ଷା ମାସ |  କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି | ଏହି ସମୟରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏକ ସୁନ୍ଦର ଭିଡ଼ିଓ ନିଜର ଟ୍ବିଟର ପେଜରେ ଶେୟାର କରିଛନ୍ତି | ଗଡ଼କରୀ ଯେଉଁ ଭିଡ଼ିଓକୁ ଶେୟାର କରିଛନ୍ତି ସେଥିରେ ଛୋଟ ଛୋଟ ସ୍କୁଲ ପିଲାମାନେ ସଡ଼କ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି |

 

 

 

 

 

ଏହା କେଉଁ ସ୍ଥାନର ତାହା ଯଦିଓ ଜଣା ପଡ଼ିନାହିଁ, ତେବେ ଭିଡ଼ିଓରେ ପିଲାମାନେ ସଡ଼କ ସୁରକ୍ଷାର ବାର୍ତ୍ତାକୁ ଠିକ୍ ଭାବେ ପହଞ୍ଚାଇ ପାରିଛନ୍ତି | ଯାହା ସୂଚନା ମିଳିଛି ଏହା ନୟାଗଡ଼ର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି | ଗଡ଼କରୀ ଟ୍ବିଟ୍ କରିବାର ମାତ୍ର କେଇ ଘଣ୍ଟା ଭିତରେ ଭିଡ଼ିଓକୁ ୫୦ ହଜାରରୁ ଅଧିକ ଲୋକ ଦେଖିସାରିଲେଣି | (ସରସ ସମ୍ବାଦ ସେବା )

ସରସ ସମ୍ୱାଦ ସେବା

ସରସ ସମ୍ୱାଦ ସେବା

Related Posts

ଓଡ଼ିଶା

୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

December 30, 2020
ଜାନୁଆରି ୧୦ ଯାଏ ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା
କାହାଣୀ

ଜାନୁଆରି ୧୦ ଯାଏ ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା

December 30, 2020
ଅନୁଷ୍କା … ପାଖେଇଲା ମା ହେବା ବେଳ
କାହାଣୀ

ଅନୁଷ୍କା … ପାଖେଇଲା ମା ହେବା ବେଳ

December 30, 2020
sarasa.in

Copyright © 2019 sarasa.in.
All rights reserved.

  • ଆମେ କିଏ
  • ବିଜ୍ଞାପନ
  • ଜୀବନବୃତ୍ତି
  • ସଂପର୍କ
  • ଚାକିରି

ଆମେ ଏଠି ଅଛୁ

No Result
View All Result
  • ଭାରତ
  • ରାଜନୀତି
  • ଓଡ଼ିଶା
  • ସାଂପ୍ରତିକୀ
  • ଜାଣିବା ଜରୁରୀ
  • ଭାଇରାଲ୍
  • ଖେଳ
  • କାହାଣୀ
  • ଚର୍ଚ୍ଚା
  • ନିର୍ବାଚନ

Copyright © 2019 sarasa.in.
All rights reserved.

WhatsApp ହ୍ୱାଟ୍ସଆପରେ ପାଆନ୍ତୁ ସରସ ଖବର