ଆମେ କିଏ

‘ସରସ ମିଡିଆ’ର ଗୋଟିଏ ଅଂଶ । ମୁଦ୍ରଣ ଓ ବୈଦ୍ୟୁତିକ ଉଭୟ ରୂପେ ବିଦ୍ୟମାନ । ସାପ୍ତାହିକ ଖବରକାଗଜ ରୂପେ ‘ସରସ’ ଦଶନ୍ଧି ଧରି ପ୍ରକାଶ ପାଇ ଆସୁଛି । ପରିବର୍ତ୍ତନ ସହ ତାଳ ଦେଇ ଏହାର ଡିଜିଟାଲ୍ ସଂସ୍କରଣ ହେଉଛି- www.sarasa.in । ୟୁଟ୍ୟୁବ୍ ଚ୍ୟାନେଲ୍ (SarasaTv) ଓ ସୋସିଆଲ୍ ମିଡିଆ ସମୂହରେ ଆମର ଉପସ୍ଥିତି ରହିଛି । ଆମର ଅଭିଜ୍ଞତାସମ୍ପନ୍ନ ସାମ୍ୱାଦିକ ଗୋଷ୍ଠୀ ଆପଣଙ୍କ ପାଖରେ ସବୁ ସମୟରେ ସଠିକ୍, ସଂପୂର୍ଣ୍ଣ ଓ ନିରପେକ୍ଷ ଖବର ପହଞ୍ଚାଇବା ପାଇଁ ପ୍ରୟାସରତ ।

WhatsApp ହ୍ୱାଟ୍ସଆପରେ ପାଆନ୍ତୁ ସରସ ଖବର