sarasa.in
No Result
View All Result
No Result
View All Result
sarasa.in
No Result
View All Result
Home Breaking News କାହାଣୀ

ଅନୁଷ୍କା … ପାଖେଇଲା ମା ହେବା ବେଳ

ଅନୁଷ୍କା ଛାଡ଼ିଲେ ନୂଆ ଫଟୋ

ସରସ ସମ୍ୱାଦ ସେବା by ସରସ ସମ୍ୱାଦ ସେବା
December 30, 2020
in କାହାଣୀ
0
ଅନୁଷ୍କା … ପାଖେଇଲା ମା ହେବା ବେଳ
706
SHARES
1.4k
VIEWS
Share on FacebookShare on Twitter

ମୁମ୍ବାଇ: କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡର ସଫଳ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ ଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଏହି ଅବସରରେ ବୁଧବାର ସେ ଭୋଗ ଇଣ୍ଡିଆ ମ୍ୟାଗାଜିନ ପାଇଁ ବେବି ବମ୍ପ ସହ ଫଟୋ ସୁଟ କରିଛନ୍ତି । ପତ୍ରିକାର ଇନଷ୍ଟାଗ୍ରାମରେ ଏହି ଫଟୋ ଶେୟାର କରିଛି । ଏହି ଅବସରରେ ଏକ ସାକ୍ଷାତକାରରେ ସେ କହିଛନ୍ତି, କରୋନା ମୋ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ଅନୁଷ୍କାଙ୍କ ପ୍ରଶଂସକମାନେ ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଉଥିବା ସେ କହିଛନ୍ତି । କୋହଲି ଇତି ମଧ୍ୟରେ ଅନୁଷ୍କାଙ୍କୁ ମାନସିକ ସ୍ତରରେ ସହଯୋଗ କରିବା ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । (ସରସ ସମ୍ୱାଦ ସେବା)

ସରସ ସମ୍ୱାଦ ସେବା

ସରସ ସମ୍ୱାଦ ସେବା

Related Posts

ଭାଇରାଲ୍ ହେଲା ନୟାଗଡ଼ ଭିଡିଓ
କାହାଣୀ

ଭାଇରାଲ୍ ହେଲା ନୟାଗଡ଼ ଭିଡିଓ

January 20, 2021
ଓଡ଼ିଶା

୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

December 30, 2020
ଜାନୁଆରି ୧୦ ଯାଏ ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା
କାହାଣୀ

ଜାନୁଆରି ୧୦ ଯାଏ ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା

December 30, 2020
sarasa.in

Copyright © 2019 sarasa.in.
All rights reserved.

  • ଆମେ କିଏ
  • ବିଜ୍ଞାପନ
  • ଜୀବନବୃତ୍ତି
  • ସଂପର୍କ
  • ଚାକିରି

ଆମେ ଏଠି ଅଛୁ

No Result
View All Result
  • ଭାରତ
  • ରାଜନୀତି
  • ଓଡ଼ିଶା
  • ସାଂପ୍ରତିକୀ
  • ଜାଣିବା ଜରୁରୀ
  • ଭାଇରାଲ୍
  • ଖେଳ
  • କାହାଣୀ
  • ଚର୍ଚ୍ଚା
  • ନିର୍ବାଚନ

Copyright © 2019 sarasa.in.
All rights reserved.

WhatsApp ହ୍ୱାଟ୍ସଆପରେ ପାଆନ୍ତୁ ସରସ ଖବର